ରଖନା ସମ୍ପର୍କ ଭୁଲି ଯାଅ ମୋତେ ତୁଟାଇ ଦିଅ ଗୋ ମୋହ ସମ୍ପର୍କ ରଖିଲେ ସିଏ ତ ଜାଣିବେ ଜାଣି ଦେବ କୁନ ରଖନା ସମ୍ପର୍କ ଭୁଲି ଯାଅ ମୋତେ ତୁଟାଇ ଦିଅ ଗୋ ମୋହ ସମ୍ପର୍କ ରଖିଲେ ସିଏ ତ ଜାଣିବେ ...
ପକ୍ଷୀ ଯଦି ଭୁଲିଯିବ ବସାର ଠିକଣା କୋକିଳ ଯେବେ ପାସୋରିଯିବ କୁହୁ ତାନ କିଏ ବା ସେ କେମିତି ଆଣିଦେବ...... ପକ୍ଷୀ ଯଦି ଭୁଲିଯିବ ବସାର ଠିକଣା କୋକିଳ ଯେବେ ପାସୋରିଯିବ କୁହୁ ତାନ କିଏ ବା ସେ...
ଐଶ୍ୱର୍ଯ୍ୟ ଧନ ସମ୍ପଦରେ ବୋଲାଇଲି ଧନୀ ବୁଝି ପାରିଲିନି ମହତ୍ୱ ପାପ ପୂଣ୍ୟ ଆଉ ନ୍ୟାୟ ଅନ୍ୟାୟର.... ଐଶ୍ୱର୍ଯ୍ୟ ଧନ ସମ୍ପଦରେ ବୋଲାଇଲି ଧନୀ ବୁଝି ପାରିଲିନି ମହତ୍ୱ ପାପ ପୂଣ୍ୟ ଆଉ ନ୍ୟାୟ...
ଚିରନିଦ୍ରାରେ ଶୋଇଗଲା ପରେ ଆଉ ନ ଥାଏ ସମ୍ପର୍କର ମୋହ ଖାଲି ରହିଯାଏ ଆତ୍ମୀୟଙ୍କ କୋହ ନ ଥାଏ ସମ୍ପର୍କର ଲୋ... ଚିରନିଦ୍ରାରେ ଶୋଇଗଲା ପରେ ଆଉ ନ ଥାଏ ସମ୍ପର୍କର ମୋହ ଖାଲି ରହିଯାଏ ଆତ୍ମୀୟଙ୍କ କୋହ ...
ଅନ୍ଧ ହୋଇକରି ବିଶ୍ୱାସ କାହାକୁ କରିଲେ ଖାଇବ ଧୋକା ମାୟା ସଂସାରରେ କିଏ ବା କାହାର ଅନ୍ଧ ହୋଇକରି ବିଶ୍ୱାସ କାହାକୁ କରିଲେ ଖାଇବ ଧୋକା ମାୟା ସଂସାରରେ କିଏ ବା କାହାର
ଏ ଶଯ୍ୟାରେ ଶୋଇଗଲାପରେବିଶ୍ବାସ କର;ଜହ୍ନର ଜ୍ବୋସ୍ନାଠୁଁ ଶୀତଳରଡ ରଡ ନିଆଁର କାକର । ଏ ଶଯ୍ୟାରେ ଶୋଇଗଲାପରେବିଶ୍ବାସ କର;ଜହ୍ନର ଜ୍ବୋସ୍ନାଠୁଁ ଶୀତଳରଡ ରଡ ନିଆଁର କାକର ।